Skip to main content

ବର୍ତ୍ତମାନ ସମୟରେ କାହିଁକି ବଢୁଛି ସିଜରିଆନ୍‌ ଡେଲିଭରି? | Cesarean Delivery in Odia | Dr Abhipsa Mishra

Dr Abhipsa Mishra23 August 20263:57224 views

About this video

ବର୍ତ୍ତମାନ ସମୟରେ ଅନେକ ମହିଳାଙ୍କ ସିଜରିଆନ୍‌ ଡେଲିଭରି ହେଉଥିବା ଦେଖିବାକୁ ମିଳୁଛି। ତେବେ କେଉଁ ପରିସ୍ଥିତିରେ ସିଜରିଆନ୍‌ ଡେଲିଭରି କରାଯାଏ ଏବଂ କାହିଁକି? ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଭିପ୍ସା ମିଶ୍ର ଏନେଇ କ'ଣ କହୁଛନ୍ତି ଜାଣିବା। ବର୍ତ୍ତମାନ ସମୟରେ କାହିଁକି ବଢୁଛି ସିଜରିଆନ୍‌ ଡେଲିଭରି? Cesarean deliveries (C-sections) have increased significantly in recent times. While a C-section can be a life-saving procedure when complications arise, not every pregnancy requires one. Why has Cesarean Delivery (C-section) increased in recent times? Let's learn more from Dr Abhipsa Mishra, a Gynaecologist. Why has Cesarean Delivery (C-section) increased in recent times? in Odia