କାହିଁକି ଚିନ୍ତାର ବିଷୟ ପ୍ରି-ଡାଏବେଟିସ୍? | Dr. Jayant Panda on Prediabetes in Odia
Dr Jayant Panda11 June 20209:186.2K views
About this video
ପ୍ରି-ଡାଏବେଟିସ୍ ବା ଡାଏବେଟିସର ପୂର୍ବାବସ୍ଥା। ଏହାର ଅର୍ଥ ସମ୍ପୂର୍ଣ୍ଣ ଭାବେ ଡାଏବେଟିସ୍ ରୋଗ ଆରମ୍ଭ ହୋଇନି କିନ୍ତୁ ରୋଗ ହେବାର ବିପଦ ରହିଛି। ଶରୀରରେ ରକ୍ତ ଶର୍କରାର ପରିମାଣ ବଢ଼ିଗଲେ ଏହି ଅବସ୍ଥା ଆରମ୍ଭ ହୋଇଥାଏ। ତେବେ କାହିଁକି ଚିନ୍ତାର ବିଷୟ ପ୍ରି-ଡାଏବେଟିସ୍? ଏନେଇ ଡାକ୍ତର ଜୟନ୍ତ ପଣ୍ଡା କ'ଣ କହୁଛନ୍ତି ଆସନ୍ତୁ ଜାଣିବା।