ପ୍ରୋଷ୍ଟେଟ୍ ସମସ୍ୟା କ'ଣ? | Dr. Biswajit Nanda on symptoms and treatment of prostate problem

Dr Biswajit Nanda9 May 20206:552.6K views

About this video

ପୁରୁଷଙ୍କ ଶରୀରର ମୂତ୍ରାଶୟର ମୁଖ ଭାଗରେ ଏକ ଗ୍ରନ୍ଥି ଥାଏ, ଯାହାକୁ ପ୍ରୋଷ୍ଟେଟ୍ ଗ୍ରନ୍ଥି ବୋଲି କୁହାଯାଏ। ଧାତୁ ତିଆରି କରିବା ଏହି ଗ୍ରନ୍ଥିର କାମ। ତେବେ ବୟସ ବଢ଼ିବା ସହିତ ଶରୀରରେ ହର୍‌ମୋନ ପରିବର୍ତ୍ତନ ହେଲେ ଏହି ପ୍ରୋଷ୍ଟେଟ୍‌ ଗ୍ରନ୍ଥି ଫୁଲି ବଡ଼ ହୋଇଯାଇଥାଏ। ଠିକ୍ ସମୟରେ ଏହାର ଚିକିତ୍ସା ନକଲେ ଆଗକୁ ଜଟିଳ ପରିସ୍ଥିତି ଆସିପାରେ। ତେବେ ଏହି ପ୍ରୋଷ୍ଟେଟ୍ ସମସ୍ୟା କ'ଣ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟ ଡାକ୍ତର ବିଶ୍ୱଜିତ ନନ୍ଦ କ'ଣ କହୁଛନ୍ତି ଆସନ୍ତୁ ଜାଣିବା, ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: