ଡାଏବେଟିସ୍ ନିୟନ୍ତ୍ରଣ ପାଇଁ କ’ଣ ଖାଇବେ? | Food/ Diet for Controlling Diabetes, in Odia | Dr Sambit Das

Dr Sambit Das16 September 20215:4893K views

About this video

ବର୍ତ୍ତମାନ ସମୟରେ ଡାଏବେଟିସ୍ ଏକ ଜଟିଳ ସମସ୍ୟା। ଭାରତରେ ପ୍ରତି ୬ ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଡାଏବେଟିସ୍ ରୋଗରେ ପୀଡ଼ିତ ହେଉଛନ୍ତି। ତେବେ ଡାଏବେଟିସ୍‌ ରୋଗୀ କ’ଣ ଖାଇବେ? ଏନେଇ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Diabetes is a serious problem nowadays. One in six people in India suffer from diabetes. So what should diabetic patients eat? Let us know from Dr Sambit Das, a Diabetes Specialist.