ବୟସ ହେଲେ ଆଣ୍ଠୁଗଣ୍ଠି ଫୁଲା ଓ ବିନ୍ଧା: ଚିକିତ୍ସା କ’ଣ?| Knee Pain in Elderly, Odia| Dr Chandan Kumar Panda

Dr Chandan Kumar Panda15 June 20237:039.9K views

About this video

ବୟସ ବଢ଼ିବା ସହିତ ବିଭିନ୍ନ ପ୍ରକାର ଶାରୀରିକ ତଥା ମାନସିକ ସମସ୍ୟା ହେବା ସ୍ୱଭାବିକ। ଯେପରିକି ଆଣ୍ଠୁଗଣ୍ଠି ସମସ୍ୟା। ବୟସ ବଢ଼ିଲେ ସାଧାରଣତଃ ଆଣ୍ଠୁ ଫୁଲିବା, ଆଣ୍ଠୁ ଦରଜ ହେବା, କ୍ଷୟ ଜନିତ ଆର୍ଥ୍ରାଇଟିସ୍‌ ହୋଇପାରେ। ତେବେ ଏହାକୁ ପ୍ରାରମ୍ଭିକ ଅବସ୍ଥାରୁ ରୋକିବେ କିପରି? ଯଦି ଦୀର୍ଘ ଦିନ ଧରି ଆଣ୍ଠୁଗଣ୍ଠି ସମସ୍ୟା ରହିଛି, ତାହାର ଚିକିତ୍ସା କ’ଣ? ଆସନ୍ତୁ ବିଶିଷ୍ଟ ଅସ୍ଥିଶଲ୍ୟ ରୋଗ ବିଶେଷଜ୍ଞ ଡାକ୍ତର ଚନ୍ଦନ କୁମାର ପଣ୍ଡାଙ୍କଠାରୁ ଅଧିକ ଜାଣିବା।