ଖରାଦିନେ ନିଜକୁ ହାଇଡ୍ରେଟ୍ କିପରି ରଖିବେ? | How to stay hydrated in Summer? | Dr Sudhir Patnaik
About this video
ସାଧାରଣତଃ ଖରା ଦିନରେ ଅଧିକାଂଶ ଲୋକଙ୍କୁ ଅଂଶୁଘାତ ବା ସନ୍ଷ୍ଟ୍ରୋକ୍ ହେବାର ଆଶଙ୍କା ରହିଥାଏ। ସନ୍ଷ୍ଟ୍ରୋକ୍ ହେଲେ ମୁଣ୍ଡ ବୁଲାଇବା, ବାନ୍ତି ହେବା ଭଳି ଅନେକ ଲକ୍ଷଣ ଦେଖାଦିଏ। ତେଣୁ, ଖରାଦିନେ ନିଜକୁ ହାଇଡ୍ରେଟ୍ ରଖିବା ଜରୁରୀ। ଖରାଦିନେ ନିଜକୁ ହାଇଡ୍ରେଟ୍ କିପରି ରଖିବେ? ଆସନ୍ତୁ, ଭେଷଜ ବିଶେଷଜ୍ଞ ଡାକ୍ତର ସୁଧୀର ପଟ୍ଟନାୟକଙ୍କଠାରୁ ଏନେଇ ଅଧିକ ଜାଣିବା। ଖରାଦିନେ ନିଜକୁ ହାଇଡ୍ରେଟ୍ କିପରି ରଖିବେ? Sunstroke, also known as heatstroke, is more than just feeling overheated, it's a serious condition caused by prolonged exposure to high temperatures. It can strike suddenly with symptoms like a racing heartbeat, confusion, nausea & even unconsciousness. So, how can you stay hydrated in the scorching heat? Let's learn more from Dr Sudhir Patnaik, a Medicine Specialist. How to stay hydrated in Summer? in Odia