ଡେଲିଭରି ପରେ ଯତ୍ନ | Postpartum Care in Odia | Care after Delivery | Dr Shakti Kumar Tripathy
About this video
ପ୍ରସବ ପରେ ମହିଳାଙ୍କଠାରେ ଉଭୟ ଶାରୀରିକ ଏବଂ ମାନସିକ ଅବସ୍ଥାରେ ପରିବର୍ତ୍ତନ ଆସିଥାଏ। ଏହି ସମୟରେ ସେମାନେ ନିଜର ଯତ୍ନ ନେବା ସହ ପରିବାର ଲୋକଙ୍କର ସହାୟତା ଅଧିକ ଆବଶ୍ୟକ ହୋଇଥାଏ। ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି କୁମାର ତ୍ରିପାଠୀଙ୍କଠାରୁ ଏନେଇ ଅଧିକ ଜାଣିବା।