କୋଭିଡ୍-୧୯: ସୁସ୍ଥ ହେବା ପରେ କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ | Dr Jyoti Ranjan Parida on Post Covid Care
About this video
କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ରୋଗୀଠାରେ ବିଭିନ୍ନ ଲକ୍ଷଣ ଦେଖାଯାଉଛି। ତେଣୁ ସୁସ୍ଥ ହେବା ପରେ ରୋଗୀକୁ କିଛି ଦିନ ଆଇସୋଲେସନରେ ରହିବା ଦରକାର। କରୋନା ଭୂତାଣୁ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇଥାଏ। ତେଣୁ ନିଜର ସଠିକ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ତେବେ କୋଭିଡ୍-୧୯ରୁ ସୁସ୍ଥ ହେବା ପରେ କେମିତି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ? କେମିତି ଓ କେତେ ଦିନ ଆଇସୋଲେସନରେ ରହିବେ? ଲକ୍ଷଣ ଦେଖାଦେଲେ କୋଭିଡ୍ ଟେଷ୍ଟ୍ କରିବା ଜରୁରୀ କି? ଏସମସ୍ତ ବିଷୟରେ ଆସନ୍ତୁ ଜାଣିବା ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ।