କସ୍‌ମେଟିକ୍ ସର୍ଜରୀ କାହିଁକି ଦରକାର? | Dr Manas Ranjan Puhan on Cosmetic Surgery in Odia

Dr Manas Ranjan Puhan16 September 202010:292.0K views

About this video

ବର୍ତ୍ତମାନ ସମୟରେ କସମେଟିକ୍ ଏବଂ ଲେଜର ସର୍ଜରୀ ଚିକିତ୍ସାର ଚାହିଦା ବେଶ୍ ବଢ଼ିବାରେ ଲାଗିଛି। ଏହା କୌଣସି ଜରୁରୀକାଳୀନ ଡାକ୍ତରୀ ଚିକିତ୍ସା ନୁହେଁ। ସୌନ୍ଦର୍ଯ୍ୟକୁ ବଢ଼ାଇବା ପାଇଁ ସାଧାରଣତଃ ଏହାର ବ୍ୟବହାର କରାଯାଏ। ତେବେ କସମେଟିକ୍ ଏବଂ ଲେଜର ସର୍ଜରୀ କ'ଣ? ଏହା କିପରି ହୁଏ? କସମେଟିକ୍ ଏବଂ ଲେଜର ସର୍ଜରୀ କାହିଁକି ଦରକାର? ଏନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣ କ'ଣ କହୁଛନ୍ତି, ଆସନ୍ତୁ ଜାଣିବା। ଫେସିଆଲ ରେଜୁଭିନେସନ୍ କ’ଣ? (7: 43)