ସ୍ତନ୍ୟପାନ କରାଉଥିବା ବେଳେ କ’ଣ ଖାଇବେ, କ’ଣ ନାହିଁ? | Sushree Tapaswini Das on Diet for Lactating Mother
Swasthya Plus Network26 December 20215:40656K views
About this video
ଶିଶୁକୁ ସ୍ତନ୍ୟପାନ କରାଇବା ସମୟରେ ମା’ମାନେ ନିର୍ଦ୍ଦିଷ୍ଟ ଡାଏଟ୍ ଗ୍ରହଣ କରିବା ଆବଶ୍ୟକ। କାରଣ ମା’ ଯାହା ପୋଷଣ ଖାଇବ ତାହା ଶିଶୁର ବିକାଶରେ ସାହାଯ୍ୟ ହେବ। ତେବେ ଆସନ୍ତୁ ଜାଣିବା ସ୍ତନ୍ୟପାନ ସମୟରେ ମା’ମାନେ କେଉଁ ଭଳି ଖାଦ୍ୟ ଖାଇବେ ଡାଏଟିସିଆନ୍ ସୁଶ୍ରୀ ତପସ୍ୱିନୀ ଦାସଙ୍କଠାରୁ। Mothers need to adopt a specific diet while breastfeeding. Because what the mother eats will help the baby to develop. So what foods mothers should eat during breastfeeding? What diet can a mother do during breastfeeding? Let's find out more from Sushree Tapaswini Das, a Dietician.