ଅଳ୍ପ ବୟସରୁ ଗ୍ୟାସ୍, ଏସିଡିଟି | Gas & Acidity at a Young Age: Why? in Odia | Dr Anshuman Singh
About this video
ମଧ୍ୟ ବୟସ୍କ ଏବଂ ବୃଦ୍ଧ ବ୍ୟକ୍ତିଙ୍କଠାରେ ଗ୍ୟାସ୍, ଏସିଡିଟି ହେବା ସାଧାରଣ କଥା। ହେଲେ, ଆଜିକାଲି କମ୍ ବୟସରୁ ଆମ୍ବିଳା ହାକୁଡ଼ି ହେବା, ଛାତି ଜ୍ୱଳାପୋଡ଼ା ହେବା, ଅଳ୍ପ ଖାଇ ଦେଲେ ଗ୍ୟାସ୍ ହେବା ଭଳି ସମସ୍ୟା ଦେଖାଦେଉଛି। କମ୍ ବୟସରୁ ଏସିଡିଟି କାହିଁକି ହେଉଛି? ଏଥିରୁ କିପରି ପାଇବେ ମୁକ୍ତି? ଆସନ୍ତୁ, ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଏବଂ ହେପାଟୋଲୋଜିଷ୍ଟ ଡାକ୍ତର ଅଂଶୁମାନ ସିଂଙ୍କଠାରୁ ଏନେଇ ଅଧିକ ଜାଣିବା।