ଏଣ୍ଡୋସ୍କୋପି କାହିଁକି କରାଯାଏ ଓ ଏହାର ଫାଇଦା | Dr Shakti Prasad Choudhury on Endoscopy Surgery in Odia
About this video
ସର୍ଜରି କଥା ଶୁଣିଲେ ଅଧିକାଂଶ ଲୋକ ଭୟ କରନ୍ତି, ଖାସ୍କରି ବର୍ତ୍ତମାନ ସମୟରେ ଯେଉଁ ଉନ୍ନତମାନର ସର୍ଜରି ଆସୁଛି, ତାକୁ ନେଇ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଆସୁନି। ତେବେ ଏଣ୍ଡୋସ୍କୋପି ସର୍ଜରି କାହିଁକି ଦରକାର? ଏହାର ଫାଇଦା ବିଷୟରେ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। An endoscopy is a procedure in which doctor uses specialized instruments to view and operate on the internal organs of the body. So why do you need endoscopic surgery? Let's find out now from Dr Shakti Prasad Choudhury, a Gastroenterologist.