ଗଣ୍ଠିବାତ ରୋଗୀଙ୍କୁ ଆମିଷ ମନା – ସତ ନା ମିଛ | Can Arthritis Patient Eat meat?-Prof Dr Jyoti Ranjan Parida

Dr Jyoti Ranjan Parida31 October 20213:459.7K views

About this video

ସାଧାରଣତଃ ଯେତେବେଳେ ଗଣ୍ଠିବାତ ରୋଗ କଥା ଆସେ, ସେତେବେଳେ ବହୁତ ଲୋକଙ୍କର ଖାଦ୍ୟପେୟକୁ ନେଇ ସନ୍ଦେହ ଥାଏ। କାରଣ ଆମ ସମାଜରେ ବହୁତଗୁଡ଼ିଏ ଅନ୍ଧବିଶ୍ୱାସ ପ୍ରଚଳିତ ରହିଛି। ତେବେ ଗଣ୍ଠିବାତ ରୋଗୀ ଆମିଷ ଖାଇପାରିବେ ନା ନାହିଁ? ଏନେଇ କ’ଣ କହୁଛନ୍ତି ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା, ଆସନ୍ତୁ ଜାଣିବା। Usually, when it comes to arthritis, many people are skeptical of food. Because there are a lot of superstitions in our society. So can a patient with arthritis eat nonveg or not? Let us find out Dr Jyoti Ranjan Parida, a Rheumatologist & Immunologist.