ପିଲାଙ୍କ ଫୋନ୍‌ ନିଶା | Smartphone Mobile Addiction in Children in Odia | Dr Nirmal Kumar Mohakud

Dr Nirmal Kumar Mohakud20 February 20226:21270K views

About this video

ବର୍ତ୍ତମାନ ସମୟରେ ମୋବାଇଲ ଏକ ନିଶା ପାଲଟିଗଲାଣି। ଛୋଟ ପିଲାମାନେ ଦିନକୁ ଦିନ ମୋବାଇଲ ଫୋନ ସହିତ ଜଡ଼ିତ ହେବାର ଦେଖିବାକୁ ମିଳୁଛି। ବାପା ମା’ମାନେ ମଧ୍ୟ ପିଲାକୁ ସମ୍ଭାଳିବା ପାଇଁ ତାଙ୍କ ହାତରେ ମୋବାଇଲ ଧରାଇ ଦେଉଛନ୍ତି। ହେଲେ ମୋବାଇଲ ଫୋନର ବିଭିନ୍ନ କୁପ୍ରଭାବ ଯେ ପିଲାଙ୍କ ଉପରେ ପଡ଼ୁଛି, ତାହା ଅନେକଙ୍କୁ ଅଜଣା। ତେବେ ପିଲାମାନଙ୍କ ପାଇଁ ମୋବାଇଲ ନିଶା କେତେ ବିପଦ। ବାପା, ମା’ଙ୍କୁ କ’ଣ କରିବା ଦରକାର? ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ଼ଙ୍କଠାରୁ ଆସନ୍ତୁ ଜାଣିବା। Nowadays mobile is an addiction for all. The number of children addicted to smartphones is growing. They are becoming more and more involved with mobile phones. Parents are also giving a mobile phone in the hands of children to keep them happy. However, they are unaware of the bad effects of mobile phone addiction. How to stop child phone addiction? What are the side effects of mobile on kids? Let's find out from Dr Nirmal Kumar Mohakud, a Paediatrician.