ବାୟୁଦୋଷ: କେମିତି ପାଇବେ ମୁକ୍ତି? | Flatulence in Odia | Bayu Dosa | Dr Manas Kumar Behera

Dr Manas Kumar Behera8 June 202312:01125K views

About this video

ପ୍ରତ୍ୟେକ ମଣିଷର ବାୟୁ ଯିବା ଏକ ସାଧାରଣ ସମସ୍ୟା। ହେଲେ ଏହା ଅତ୍ୟଧିକ ହେଲେ ସମସ୍ୟାରେ ପରିଣତ ହୋଇଯାଏ। ଆସନ୍ତୁ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ମାନସ କୁମାର ବେହେରାଙ୍କଠାରୁ ଜାଣିବା ବାୟୁଦୋଷ ବିଷୟରେ।