ଜରାୟୁ କର୍କଟକୁ ରୋକିବେ କିପରି? | Cervical Cancer in Odia | Signs & Prevention | Dr Subhasis Mishra

Dr Subhasis Mishra22 June 202211:524.1K views

About this video

ଓଡ଼ିଶାରେ ମହିଳାମାନଙ୍କଠାରେ ଦେଖାଦେଉଥିବା ଦ୍ୱିତୀୟ ସର୍ବାଧିକ କର୍କଟ ରୋଗ ହେଉଛି ସର୍ଭିକାଲ କ୍ୟାନସର। ପ୍ରାଥମିକ ଅବସ୍ଥାରୁ ଏହାକୁ ଚିହ୍ନିପାରିଲେ ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରିବେ ତେଣୁ ପ୍ରତ୍ୟେକ ମହିଳା ୩ ବର୍ଷ ବ୍ୟବଧାନରେ ପାପ୍‌ ସ୍ମିୟର ପରୀକ୍ଷା କରିବା ଜରୁରୀ। ତେବେ ମହିଳାଙ୍କୁ କାହିଁକି ହୁଏ ସର୍ଭାଇକାଲ କ୍ୟାନସର? ପ୍ରାଥମିକ ଅବସ୍ଥାରୁ ଏହାକୁ ଚିହ୍ନିବା କେମିତି? ଏହାକୁ କିଭଳି ରୋକାଯାଇପାରିବ? ଏନେଇ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ଶୁଭାଶିଷ ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।