ଗର୍ଭବତୀ ମହିଳା କୋଭିଡ୍‌ ପଜିଟିଭ୍‌ ହେଲେ କ’ଣ କରିବେ? । Dr Tanushree S Rath on Pregnancy with COVID in Odia

Dr Tanushree S Rath24 May 202110:041.7K views

About this video

କୋଭିଡ୍‌-୧୯ ବିଭିନ୍ନ ବୟସର ଲୋକଙ୍କୁ ସଂକ୍ରମଣ କରିପାରେ। ଏହି ଭାଇରସ୍‌ ସାଧାରଣ ବ୍ୟକ୍ତିଙ୍କୁ ଯେଉଁଭଳି ପ୍ରଭାବ ପକାଇଥାଏ, ଗର୍ଭବତୀ ମହିଳାଙ୍କୁ ମଧ୍ୟ ସମାନ ପ୍ରଭାବ ପକାଇଥାଏ। ତେବେ ଜଣେ ଗର୍ଭବତୀ ମହିଳାଙ୍କୁ କୋଭିଡ୍-୧୯ ସଂକ୍ରମଣ ହେଲେ ତା’ର ଭୟାବହତା କେତେ? ଗର୍ଭବତୀ ମହିଳା କୋଭିଡ୍ ଆକ୍ରାନ୍ତ ହେଲେ କ’ଣ କରିବା ଆବଶ୍ୟକ? ଏନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ତନୁଶ୍ରୀ ସନ୍ଦିପ୍ତା ରଥ।