ଡାଏବେଟିସ୍‌ ରୋଗୀଙ୍କ ବାଲାନ୍ସ ଡାଏଟ୍‌ | Diabetes Balanced Diet in Odia | Swati Mohanty

Swati Mohanty21 July 20227:522.5K views

About this video

ବର୍ତ୍ତମାନ ସମୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୨୦ରୁ ୨୫ ଜଣଙ୍କୁ ଡାଏବେଟିସ୍ ହେବାର ଦେଖିବାକୁ ମିଳୁଛି। ଡାଏବେଟିସ୍‌ ହେବାର ବିଭିନ୍ନ କାରଣ ରହୁଛି, ଯେପରିକି ବଂଶଗତ, ଖାଦ୍ୟପେୟ ଓ ଜୀବନଶୈଳୀ। ଡାଏବେଟିସ୍‌ ନିୟନ୍ତ୍ରଣ କରିବା ପାଇଁ ଔଷଧ ସଙ୍ଗେ ସଙ୍ଗେ ଖାଦ୍ୟପେୟରେ ବି ନିୟନ୍ତ୍ରଣ କରିବା ଜରୁରୀ। ଆସନ୍ତୁ ଡାଏଟିସିଆନ୍‌ ସ୍ୱାତୀ ମହାନ୍ତିଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।