ଛୋଟ ପିଲାକୁ ଫିଟ୍ସ ମାରିଲେ କ’ଣ କରିବେ? | Epilepsy in Children (in Odia) | Dr Arakhita Swain
About this video
ବାତ ମାରିବା ବା ମୂର୍ଚ୍ଛାରୋଗ ଏକ ମସ୍ତିଷ୍କଜନିତ ରୋଗ। ଏହା ଯେକୌଣସି ବୟସର ବ୍ୟକ୍ତିଙ୍କୁ ହୋଇପାରେ। ଆମ ମସ୍ତିଷ୍କର କୋଷିକାଗୁଡ଼ିକ ଏକ ପ୍ରକାରର ଇଲେକ୍ଟ୍ରିକ୍ କରେଣ୍ଟ ଜରିଆରେ କାମ କରନ୍ତି। ଏହି କରେଣ୍ଟ ନିୟନ୍ତ୍ରଣ ବାହାରକୁ ଚାଲିଗଲେ ମସ୍ତିଷ୍କରେ ଏକ ଝଡ଼ ସୃଷ୍ଟି କରେ। ଜଣଙ୍କୁ ଫିଟ୍ସ ମାରିଲେ ସେ ଥରି ଥରି ତଳେ ପଡ଼ିଯାଏ ଓ ସାମୟିକ ଭାବେ ଚେତାଶୂନ୍ୟ ହୋଇଯାଏ। ତେବେ ଛୋଟ ପିଲାଙ୍କଠାରେ ଏହି ସମସ୍ୟା ହେଲେ କ’ଣ କରିବେ? ପ୍ରାଥମିକ ଉପଚାର କେମିତି ଦେବେ? ଏହି ବିଷୟରେ କ’ଣ କହୁଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରକ୍ଷିତ ସ୍ୱାଇଁ, ଆସନ୍ତୁ ଜାଣିବା। Seizures or Flexible Image Transport System (FITS) in children can have many causes and are associated with the brain. The cells of the brain communicate through tiny electrical impulses. The child may have a sudden, overwhelming sense of terror because a large number of brain cells carry an electrical charge at the same time. Does childhood epilepsy cause problems later in life? Is it fatal? Let's find out more from Dr Arakhita Swain, a Paediatrician.