ମନ ଅତ୍ୟଧିକ ଖୁସି କିମ୍ବା ଦୁଃଖୀ ରହୁଛି କି? | Dr Amrit Pattojoshi on Bipolar Disorder in Odia | Treatment

Dr Amrit Pattojoshi18 March 202112:3811K views

About this video

ଆମ ମନ ଖୁସି ସମୟରେ ଖୁସି ଥାଏ ଏବଂ ଦୁଃଖ ସମୟରେ ଦୁଃଖୀ ହୋଇଥାଏ। ଅତ୍ୟଧିକ ଖୁସି ରହିବା କିମ୍ବା ଦୁଃଖ ସମୟରେ ଅତ୍ୟଧିକ ଭାଙ୍ଗିପଡ଼ିବା ଏକ ମାନସିକ ସମସ୍ୟା। ଏହି ଧରଣର ସମସ୍ୟାକୁ ବାଇପୋଲାର ଡିସଅର୍ଡର ବୋଲି କୁହାଯାଏ। ତେବେ ଏଥିରେ ବ୍ୟକ୍ତିଠାରେ କ’ଣ ଅସୁବିଧା ହୋଇଥାଏ? ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତ ପାଟ୍ଟଜୋଶୀଙ୍କଠାରୁ ଆସନ୍ତୁ ବାଇପୋଲାର ଡିସଅର୍ଡର ବିଷୟରେ ଅଧିକ ଜାଣିବା।