କିଡ୍‌ନି: ସୁସ୍ଥ ରଖିବେ କିପରି? | How to keep your Kidney Healthy? in Odia | Kidney Disease | Kidney 360

About this video

ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି କିଡ୍‌ନି ବା ବୃକକ୍‌। ଯଦି କୌଣସି କାରଣରୁ କିଡ୍‌ନି ଖରାପ ହୋଇଯାଏ, ତେବେ ସମ୍ପୂର୍ଣ୍ଣ ଶରୀର ଅଚଳ ହୋଇପଡ଼େ। କାରଣ ରକ୍ତ ଛାଣିବାଠାରୁ ଆରମ୍ଭ କରି ଶରୀରର ସମସ୍ତ ବର୍ଜ୍ୟବସ୍ତୁକୁ ବାହାର କରିଥାଏ କିଡ୍‌ନି। ତେଣୁ, କିଡ୍‌ନି ସୁସ୍ଥ ରଖିବା ନିହାତି ଜରୁରୀ। ଆସନ୍ତୁ, ଆଜିର ଏହି ଭିଡିଓରେ ଜାଣିବା କିଡ୍‌ନିକୁ କିପରି ରଖିବେ ସୁସ୍ଥ?