ଡାଏବେଟିସ୍‌ ଯୋଗୁଁ କିଡ୍‌ନି ସମସ୍ୟା: କେମିତି ରୋକିବେ? | Diabetic Nephropathy in Odia | Dr Sai Prasad Sahoo

Dr Sai Prasad Sahoo6 April 20245:514.9K views

About this video

ବିଭିନ୍ନ ଦୂରାରୋଗ୍ୟର କାରଣ ହେଉଛି ଡାଏବେଟିସ୍‌, ଯେପରିକି ଡାଏବେଟିକ୍‌ ନେଫ୍ରୋପାଥି। ଅନିୟନ୍ତ୍ରିତ ଡାଏବେଟିସ୍‌ ଯୋଗୁଁ କିଡ୍‌ନି ରୋଗ ହୋଇପାରେ। ତେଣୁ ଡାଏବେଟିସ୍‌କୁ ନିୟନ୍ତ୍ରଣ କରିବା ଜରୁରୀ। ଆସନ୍ତୁ, ବିଶିଷ୍ଟ କିଡ୍‌ନି ରୋଗ ବିଶେଷଜ୍ଞ ଡାକ୍ତର ସାଈ ପ୍ରସାଦ ସାହୁଙ୍କଠାରୁ ଡାଏବେଟିସ୍‌ ଜନିତ କିଡ୍‌ନି ରୋଗ ବିଷୟରେ ଅଧିକ ଜାଣିବା।