Skip to main content

ସକାଳୁ ଉଠିବା ପରେ ବାରମ୍ବାର ଛିଙ୍କ ହେଉଛି କି? | Allergic Rhinitis in Odia | Dr Diptiman Baliarsingh

Dr Diptiman Baliarsingh18 June 202213:56429K views

About this video

ଅଧିକାଂଶ ଲୋକଙ୍କର ଅଭିଯୋଗ ଥାଏ ଯେ ସେମାନଙ୍କର ସକାଳୁ ଉଠିବା ପରେ ବାରମ୍ବାର ଛିଙ୍କ ହୁଏ, ଅଧିକ ଦିନ ଧରି ଥଣ୍ଡା ଲାଗି ରହେ, ଯାହାକୁ ଆଲର୍ଜି ରାଇନାଇଟିସ୍‌ ବୋଲି କୁହାଯାଏ। ତେବେ ଆଲର୍ଜି ରାଇନାଇଟିସ୍‌ କ’ଣ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ କର୍ଣ୍ଣ ନାଶା ଗଳା ବିଭାଗର ଡାକ୍ତର ଦିପ୍ତିମାନ ବଳିଆରସିଂ କ’ଣ କହୁଛନ୍ତ, ଆସନ୍ତୁ ଜାଣିବା।