ରାତିରେ ଭଲ ନିଦ କେମିତି ହେବ? | Tips for Better Sleep in Odia | Dr Pranab Mahapatra
About this video
ପରିବର୍ତ୍ତିତ ଜୀବନଶୈଳୀ, କାର୍ଯ୍ୟବ୍ୟସ୍ତତା, ମାନସିକ ଚାପ ଯୋଗୁଁ ଅଧିକାଂଶ ଲୋକଙ୍କୁ ସଠିକ ଭାବେ ନିଦ ହୋଇପାରୁ ନାହିଁ। ଫଳରେ ଦିନ ତମାମ ଥକ୍କାପଣ, କୌଣସି କାମରେ ମନ ନ ଲାଗିବା ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ସୁସ୍ଥ ଶରୀର ପାଇଁ ନିଦ କାହିଁକି ଜରୁରୀ? ସୁନିଦ୍ରା ପାଇଁ କ’ଣ କ’ଣ ଟିପ୍ସ ରହିଛି? ଏନେଇ ଆସନ୍ତୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଣବ ମହାପାତ୍ର କ’ଣ କହୁଛନ୍ତି, ଜାଣିବା।