Skip to main content

ଡାଏବେଟିସ୍ ନିୟନ୍ତ୍ରଣ କରିବା ପାଇଁ କେଉଁ ବ୍ୟାୟାମ କରିବେ? | Exercises for Diabetes in Odia | Dr Sambit Das

Dr Sambit Das15 October 20262:28960 views

About this video

ସମଗ୍ର ବିଶ୍ୱରେ ଡାଏବେଟିସ୍ ବା ମଧୁମେହ ରୋଗ ଏକ ଜଟିଳ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହି ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ଏକ ପ୍ରକାରର ଅସମ୍ଭବ। ହେଲେ ଏହାକୁ ନିୟନ୍ତ୍ରଣରେ ରଖିଲେ ହାର୍ଟ ଆଟାକ୍, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗରୁ ରକ୍ଷା ପାଇ ପାରିବେ। ଡାଏବେଟିସ୍‌କୁ ନିୟନ୍ତ୍ରଣ କରିବା ପାଇଁ ବାୟାମ ହେଉଛି ଏକ ବଡ଼ ଅସ୍ତ୍ର। ତେଣୁ ଡାଏବେଟିସ୍‌ ରୋଗୀ ପ୍ରତିଦିନ ବ୍ୟାୟାମ କରିବା ନିହାତି ଜରୁରୀ। ଆସନ୍ତୁ, ଡାଏବେଟିସ୍‌ ସ୍ପେଶାଲିଷ୍ଟ ଡାକ୍ତର ସମ୍ବିତ ଦାସଙ୍କଠାରୁ ଏନେଇ ଅଧିକ ଜାଣିବା। ଡାଏବେଟିସ୍ ନିୟନ୍ତ୍ରଣ କରିବା ପାଇଁ କେଉଁ ବ୍ୟାୟାମ କରିବେ? Regular exercise is an important part of Diabetes management. It helps improve blood sugar control, supports weight management, and promotes heart health. Which exercises are best for people with Diabetes? Let’s learn more from Dr Sambit Das, a Diabetes Specialist. Exercises to manage Diabetes, in Odia