ଶୀତ ଦିନେ କେଶର ଯତ୍ନ କିପରି ନେବେ? | Winter Hair Care Tips in Odia | Dr Diptiranjani Bisoyi
About this video
ବର୍ତ୍ତମାନ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। କମ୍ ବୟସରୁ କେଶ ଝଡ଼ିବା ଫଳରେ ଅନେକ ଚିନ୍ତାଗ୍ରସ୍ତ ହୋଇପଡ଼ୁଛନ୍ତି। ଖାସ୍କରି ଶୀତ ଦିନେ ଅତ୍ୟଧିକ କେଶ ଝଡ଼ିଥାଏ। ଆସନ୍ତୁ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଦିପ୍ତୀରଞ୍ଜନୀ ବିଶୋଈଙ୍କଠାରୁ ଶୀତ ଦିନେ କେଶର ଯତ୍ନ କିପରି ନେବେ ଜାଣିବା।