କ’ଣ କଲେ ଡାଏବେଟିସ୍‌ ହେବ ନାହିଁ? | Prevention of Diabetes in Odia | Dr Jayanta Kumar Panda

Dr Jayanta Kumar Panda25 March 20262:16992 views

About this video

ଆଜିକାଲି ଡାଏବେଟିସ୍‌ ଘରେ ଘରେ। ଜେନେଟିକ୍‌ କାରଣ ଯୋଗୁଁ ଡାଏବେଟିସ୍‌ ହୋଇପାରେ ନଚେତ୍‌ ଅସ୍ଵାସ୍ଥ୍ୟକର ଜୀବନଶୈଳୀ, ଖାଦ୍ୟପେୟ ଯୋଗୁଁ ମଧ୍ୟ କମ୍‌ ବୟସରୁ ଡାଏବେଟିସ୍‌ ହୋଇପାରେ। କ’ଣ କଲେ ଡାଏବେଟିସ୍‌ ହେବ ନାହିଁ ? ଆସନ୍ତୁ, ଡାକ୍ତର ଜୟନ୍ତ କୁମାର ପଣ୍ଡାଙ୍କ ଠାରୁ, ଏନେଇ ଅଧିକ ଜାଣିବା। କ’ଣ କଲେ ଡାଏବେଟିସ୍‌ ହେବ ନାହିଁ? Diabetes, a chronic metabolic disorder, results in uncontrolled elevation of blood sugar levels. Sedentary lifestyles, poor dietary choices, and rising obesity rates are key contributors of Diabetes. Effectively managing Diabetes is crucial for individuals coping with the condition. How to prevent Diabetes? Let's learn more from Dr Jayanta Kumar Panda, a Medicine Specialist. How to prevent Diabetes? in Odia