କୋଭିଡ୍ରୁ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟ ସମସ୍ୟା । Dr Jayanta Panda on Post COVID Syndrome & Long COVID
Dr Jayanta Panda17 June 20219:1016K views
About this video
କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା ଦେଖାଦେଉଛି, ଯାହାକୁ ପୋଷ୍ଟ କୋଭିହ୍ ସିଣ୍ଡ୍ରୋମ୍ କୁହାଯାଏ। ତେବେ କୋଭିଡ୍ ପରବର୍ତ୍ତୀ ଜଟିଳତା କ’ଣ ରହିଛି? ଦୀର୍ଘମିଆଦି କୋଭିଡ୍ କ’ଣ? ଏହାର ଲକ୍ଷଣ କ’ଣ? ଦୀର୍ଘମିଆଦି କୋଭିଡ୍ରୁ ସୁସ୍ଥ ହେବା ପାଇଁ କେତେ ଦିନ ସମୟ ଲାଗେ? ଏନେଇ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ କୁମାର ପଣ୍ଡା।