ମୁହଁରେ ବ୍ରଣ – କେମିତି କରିବେ ଦୂର? | Acne/ Pimples: How to Treat? in Odia | Dr Kumar Abhishek

Dr Kumar Abhishek25 December 202010:251.9M views

About this video

ଯୁବାବସ୍ଥାରେ ମୁହଁରେ ବ୍ରଣ ହେବା ଏକ ସାଧାରଣ ସମସ୍ୟା। ଏହା ମୁଖ୍ୟତଃ ଯୌବନର ଆରମ୍ଭରେ ଉଭୟ ପୁରୁଷ ଏବଂ ମହିଳାଠାରେ ଦେଖାଯାଏ। ମୁହଁରେ ବ୍ରଣ ହେଲେ ଅନେକ ଚିନ୍ତିତ ଥା'ନ୍ତି। ଆପଣ ଜାଣିବା ଦରକାର କି, ଏହାର ଉପଚାର ହୋଇପାରିବ। ମୁହଁରୁ କେମିତି ଦୂର କରିବେ ବ୍ରଣ? ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କୁମାର ଅଭିଷେକଙ୍କଠାରୁ ଏନେଇ ଆସନ୍ତୁ ଜାଣିବା। Acne is a common problem in adolescence. It occurs mainly at the beginning of adolescence in both men and women. Many are worried about facial acne. How to get rid of facial acne? Let's find out the Causes and treatment of Acne/Pimples from Dr Kumar Abhishek, a Dermatologist.