ପିରିୟଡ୍‌ସ ବେଳେ ବଥା: ହୁଏ କାହିଁକି? | Periods Pain: Causes in Odia | Dysmenorrhea | Dr Chinmayee Kar

Dr Chinmayee Kar1 April 20261:4932K views

About this video

ପିରିୟଡ୍‌ସ ବେଳେ ବହୁତ ମହିଳାଙ୍କର ପେଟ ବ୍ୟଥା ହୁଏ। କେତେକଙ୍କଠାରେ ଏହା ଅସହ୍ୟ ହୋଇଥାଏ, ଫଳରେ ସେମାନଙ୍କର ସାଧାରଣ ଜୀବନଯାପନରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ଏହାର କାରଣ କ’ଣ? ଜାଣନ୍ତୁ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କରଙ୍କଠାରୁ, ଏହି ଭିଡିଓରେ। ଋତୁସ୍ରାବ ସମୟରେ ପେଟ ବ୍ୟଥା ହୁଏ କାହିଁକି? Many menstruating individuals experience pain before and during their periods. Although period pain is considered normal, if it persists for a long time even after the period ends, it may be a sign of an underlying problem. What causes pain during Periods? Let’s learn more from Dr Chinmayee Kar, an Obstetrician & Gynaecologist. What causes pain during Periods? in Odia