କାହାକୁ ସାପ କାମୁଡିଲେ କେମିତି ଦେବେ ପ୍ରାଥମିକ ଚିକିତ୍ସା? | First Aid for Snake Bites | Dr Srikant Dhar
About this video
ଗାଁ ଗହଳିରେ ଆଜିବି ସାପ କାମୁଡ଼ିଲେ ଅନେକ ଲୋକେ ଅନ୍ଧବିଶ୍ୱାସକୁ ଆପଣାଉଛନ୍ତି, ଯାହା ଜୀବନ ପାଇଁ ବିପଦ। ସାପ କାମୁଡ଼ିଥିଲେ ଏହାର ସଫଳ ଚିକିତ୍ସା ରହିଛି। ତେବେ ସାପ କାମୁଡ଼ିଲେ ପ୍ରାଥମିକ ଚିକିତ୍ସା କ’ଣ କରିବେ? କେଉ ଦିଗ ପ୍ରତି ଧ୍ୟାନ ଦେବେ? ଆସନ୍ତୁ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଏବିଷୟରେ ଅଧିକ ଜାଣିବା। Even a bite from a snake can be serious, leading to an infection. Life will be saved if you arrive at the hospital on time without falling into superstition. So what is the first aid for snake bites? Let's find out more from Dr Srikant Kumar Dhar, a Medicine Specialist.