ମା’ର କ୍ଷୀର କେମିତି ହେବ? | How to increase Breast Milk? in Odia | Dr Ranjit Kumar Joshi
About this video
ନବଜାତ ଶିଶୁ ପାଇଁ ମା’ କ୍ଷୀର ଅତ୍ୟନ୍ତ ଜରୁରୀ। କିନ୍ତୁ ପ୍ରସବ ପରେ ଅନେକ ମହିଳା ସ୍ତନ୍ୟପାନ କରାଇବାକୁ ନେଇ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। କିଛି ମହିଳାଙ୍କଠାରେ ଶିଶୁ ପାଇଁ ଯଥେଷ୍ଟ ପରିମାଣର କ୍ଷୀର ହେଉନଥିବା ସମସ୍ୟା ଦେଖାଦିଇଥାଏ। ଆସନ୍ତୁ, ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଏନେଇ ଅଧିକ ଜାଣିବା। ମା’ର କ୍ଷୀର କେମିତି ହେବ? Breast milk provides important nutrients and immune protection for babies. Some mothers may worry that they are not producing enough milk, especially during the early days after delivery. How to increase Breast Milk in Mothers? Let's learn more from Dr Ranjit Kumar Joshi, a Paediatrician. How to increase Breast Milk?