ଶିଶୁଙ୍କଠାରେ ଡାଏପର୍ ରାସ୍: କିପରି ରୋକିବେ? |Diaper Rash: How to Prevent? in Odia| Dr Swaranjika Sahoo
About this video
ସମୟରେ ଡାଏପର୍କୁ ନବଦଳାଇଲେ କିମ୍ବା ଗୋଟିଏ ଡାଏପର୍କୁ ଅଧିକ ସମୟ ଧରି ପିନ୍ଧାଇବା କାରଣରୁ ଶିଶୁଙ୍କଠାରେ ଡାଏପର୍ ରାସ୍ ହେବାର ଆଶଙ୍କା ରହିଥାଏ। ଏହାଛଡ଼ା ମୂତ୍ର ସଂକ୍ରମଣ ଭଳି ଅନ୍ୟ ସ୍ଵାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ। ତେବେ ଡାଏପର୍ ରାସ୍କୁ ରୋକିବେ କିପରି? ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସ୍ଵରଞ୍ଜିକା ସାହୁ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।