ଆପଣଙ୍କୁ ଡାଏବେଟିସ୍ ହୋଇଛି କି? | Diet for Diabetic in Odia | Prof Dr Abhay Kumar Sahoo
About this video
ଡାଏବେଟିସ୍ ପରିଚାଳନା କରିବା ପାଇଁ ସନ୍ତୁଳିତ ଡାଏଟ୍ ଏବଂ ସଠିକ ଜୀବନଶୈଳୀର ଆବଶ୍ୟକତା ରହିଛି। ଡାଏବେଟିସ୍ ଥିଲେ ଆପଣଙ୍କ ଖାଦ୍ୟପେୟ କେମିତି ହେବା ଦରକାର, ଆସନ୍ତୁ ଜାଣିବା। ଡାଏବେଟିସ୍ ପରିଚାଳନାରେ ଆପଣଙ୍କ ଖାଦ୍ୟ କେମିତି ହେବା ଦରକାର? Managing diabetes is not only about taking medicine. It also needs a balanced diet, regular exercise, and healthy daily habits. What you eat, how much you eat, and when you eat all affect your blood sugar levels. Let’s learn more about what and how you should eat if you have diabetes. Dietary management for Diabetes, in Odia