କମ୍ ବୟସରୁ ହାଡ଼ ଦୁର୍ବଳ: କାହିଁକି ହୁଏ? | Osteoporosis: How to Prevent? in Odia | Dr Sunil Kumar Dash
About this video
କମ୍ ବୟସରୁ ଅଷ୍ଟିଓପୋରୋସିସ୍ ବା ହାଡ଼ ଦୁର୍ବଳ ହେବାର କାରଣ ଆମର ଡାଏଟ୍, ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ର ଅଭାବ। କମ୍ ବୟସରୁ ହାଡ଼ ଦୁର୍ବଳ ହେଲେ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଏବଂ ପଡ଼ିଗଲେ ହାଡ଼ ସହଜରେ ଭାଙ୍ଗିଯିବାର ସମ୍ଭାବନା ଥାଏ। ତେଣୁ, ଡାକ୍ତରଙ୍କୁ ପରାମର୍ଶ କରି ସଠିକ୍ ଔଷଧ ଏବଂ ନିଜ ଖାଦ୍ୟପେୟରେ ଧ୍ୟାନ ଦେବା ନିହାତି ଜରୁରୀ। ଆସନ୍ତୁ, ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର ଦାସଙ୍କଠାରୁ ଅଷ୍ଟିଓପୋରୋସିସ୍ ବିଷୟରେ ଅଧିକ ଜାଣିବା।