ସୁସ୍ଥ ଲିଭର ପାଇଁ କ’ଣ ଖାଇବେ? | What to Eat for Healthy Liver in Odia | Dr Manoj Kumar Sahu

Dr Manoj Kumar Sahu4 October 20212:3331K views

About this video

ଲିଭର ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ। ଲିଭର ବିନା ବଞ୍ଚିବା ଅସମ୍ଭବ। ଆମେ ଖାଉଥିବା ଖାଦ୍ୟର ସାର ଅଂଶକୁ ଶରୀରର ବ୍ୟବହାର ଉପଯୋଗୀ କରିବା ସହିତ ଅଦରକାରୀ ଜିନିଷକୁ ଛାଣିବା ହେଉଛି ଲିଭର କାର୍ଯ୍ୟ। ଅପରିବର୍ତ୍ତିତ ଜୀବନଶୈଳୀ ତଥା ଅନ୍ୟ ରୋଗ କାରଣରୁ ଲିଭରକୁ କ୍ଷତି ପହଞ୍ଚିଥାଏ। ତେବେ ଲିଭର କେମିତି ସୁସ୍ଥ ରଖିବା ପାଇଁ କ’ଣ ଖାଇବେ ଓ କ’ଣ ନାହିଁ ଆସନ୍ତୁ ଜାଣିବା, ଏନେଇ କ'ଣ କହୁଛନ୍ତି ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ। The liver is an important part of our body. Life is impossible without the liver. The liver works constantly in our bodies. It is the job of the liver to filter out the junk from the food we eat, as well as to filter out the junk. Liver damage occurs due to unchanged lifestyle and other diseases. So the liver needs to be healthy. So how the liver will stay healthy? What to eat for healthy liver? Let’s find out more from Dr Manoj Kumar Sahu, a Gastroenterologist.