ଆଣ୍ଠୁ ସର୍ଜରୀ ପରେ ଇନଫେକ୍ସନ୍‌ କେମିତି ଏଡ଼ାଇବେ? | Post Knee Surgery Infection, Odia | Dr Sunil Kumar Dash

Dr Sunil Kumar Dash8 October 20245:061.4K views

About this video

ଆଣ୍ଠୁ ସର୍ଜରୀ ପରେ ସଂକ୍ରମଣ ହେବାର ବିଭିନ୍ନ କାରଣ ଥାଏ ଏବଂ ସଂକ୍ରମଣ ହେଲେ ପୁଣି ଥରେ ସର୍ଜରୀର ଆବଶ୍ୟକତା ମଧ୍ୟ ପଡ଼ିପାରେ। ଆସନ୍ତୁ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର ଦାଶଙ୍କଠାରୁ ଏନେଇ ଅଧିକ ଜାଣିବା। ଆଣ୍ଠୁ ସର୍ଜରୀ ପରେ ଇନଫେକ୍ସନ୍‌ କେମିତି ଏଡ଼ାଇବେ? Post knee surgery infections are complications that can occur after procedures like knee replacement or ligament repair. Symptoms include increased pain, swelling, redness, warmth, and drainage at the surgical site. How to avoid Post Knee Replacement Infection? Let's know more from Dr Sunil Kumar Dash, an Orthopaedic Surgeon. How to avoid Post Knee Replacement Infection? in Odia