ସବୁ ଆଣ୍ଠୁ ବିନ୍ଧାର କାରଣ ଗଣ୍ଠିବାତ ନୁହେଁ | Knee Pain / Meniscus Tear, in Odia | Dr Shakti Swaroop

Dr Shakti Swaroop29 August 202311:475.6K views

About this video

ସାଧାରଣତଃ ଆଣ୍ଠୁରେ ବଥା, ଫୁଲା କିମ୍ବା ଦରଜ ହେଲେ ଆମେ ଗଣ୍ଠିବାତ ବା ଆର୍ଥ୍ରାଇଟିସ୍‌ ବୋଲି ଭାବିଥାଉ, ହେଲେ ସବୁ ଆଣ୍ଠୁବିନ୍ଧାର କାରଣ ଆର୍ଥ୍ରାଇଟିସ୍‌ ନୁହେଁ। ମଣିଷର ଆଣ୍ଠୁ ମଝିରେ ଏକ ଗଦି ଅଂଶ (ମେନିସ୍‌କସ୍‌) ଥାଏ, କୌଣସି କାରଣବଶତଃ ଯଦି ଆଣ୍ଠୁ ମୋଡ଼ି ହୋଇଯାଏ ବା ଆଣ୍ଠୁରେ ଆଘାତ ଲାଗି ସେହି ଗଦି ଅଂଶ ଫାଟିଯାଏ, ଫଳରେ ଟିୟର ହୋଇଯାଏ। ଫଳରେ ବ୍ୟକ୍ତିଙ୍କୁ ଆଣ୍ଠୁବିନ୍ଧା ହୋଇଥାଏ। ଆସନ୍ତୁ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଶକ୍ତି ସ୍ୱରୂପଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।