କାଠ ବ୍ରଣ କେମିତି ଭଲ ହେବ? | Keratosis (Katha Brana) in Odia | Dr Diptiranjani Bisoyi
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଅଧିକାଂଶ ଲୋକଙ୍କର କହୁଣୀ, ଆଣ୍ଠୁ ଓ ପିଠିରେ କାଠ ବ୍ରଣ ହୋଇଥାଏ। ଏହା କାହିଁକି ହୋଇଥାଏ? ଏହା କେମିତି ଭଲ ହେବ? ଆସନ୍ତୁ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦିପ୍ତିରଞ୍ଜନୀ ବିଶୋଈଙ୍କଠାରୁ ଜାଣିବା। Most people have acne on their elbows, knees, and back. Which is called Keratosis. Why does this happen? How will it be better? Let's know more from Dr Diptiranjani Bisoyi, a Dermatologist.