ରକ୍ତଦାନ କେତେ ଜରୁରୀ? | Why Blood Donation is Important? In Odia | Dr Maysa Soren

Dr Maysa Soren14 June 20227:492.4K views

About this video

ପ୍ରତିବର୍ଷ ଜୁନ୍‌ ୧୪ରେ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଏ। ରକ୍ତଦାନ ବିଷୟରେ ଲୋକଙ୍କୁ ସଚେତନ କରିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଉତ୍ସାହିତ କରିବା ଏହି ଦିବସର ମୂଳ ଲକ୍ଷ୍ୟ। ବିଶ୍ୱ ରକ୍ତଦାତା ଦିବସ ଅବସରରେ ଆସନ୍ତୁ ରକ୍ତଦାନ କେତେ ଜରୁରୀ ଓ ଜଣେ ବ୍ୟକ୍ତି କେତେ ଥର ରକ୍ତଦାନ କରିପାରିବେ ଓ ରକ୍ତଦାନର ସଠିକ ସମୟ ବିଷୟରେ ଡାକ୍ତର ମାଏସା ସୋରେନ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। 14th June every year is recognized as World Blood Donor Day. There is no alternative for blood; if someone is in need of blood, it is only possible through blood transfusion. For this, it is important that blood from the required blood group is available for transfusion. Let's know the Importance of blood donation from Dr Maysa Soren, Blood bank officer, Rourkela Govt Hospital.