Skip to main content

କେଉଁମାନେ କରିପାରିବେ ଡାଏବେଟିସ୍‌ ଟେଷ୍ଟ? | Diabetes Test in Odia | Dr Ritesh Kumar Agrawala

Dr Ritesh Kumar Agrawala20 May 20264:59605 views

About this video

ଡାଏବେଟିସ୍ ପରୀକ୍ଷା ଦ୍ୱାରା ରକ୍ତରେ ସୁଗାର୍‌ର ସ୍ତର ଜଣାପଡ଼ିଥାଏ। ସାଧାରଣତଃ ଖାଇବା ପୂର୍ବର ରକ୍ତ ଶର୍କରା ସ୍ତର, ଖାଇବା ପରର ସ୍ତର ଏବଂ ଏଚ‌ବିଏଓ୍ବାନସି ଭଳି ଟେଷ୍ଟ କରାଯାଏ। ଆସନ୍ତୁ ଏହି ଭିଡିଓ ମାଧ୍ୟମରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ରିତେଶ କୁମାର ଅଗ୍ରୱାଲଙ୍କଠାରୁ ଜାଣିବା। କେଉଁମାନେ କରିପାରିବେ ଡାଏବେଟିସ୍‌ ଟେଷ୍ଟ? Uncontrolled diabetes can lead to various complications. Regular diabetes testing is crucial for early detection and management of the condition. Let's learn more from Dr Ritesh Kumar Agrawala, an Endocrinologist. Who can do Diabetes tests? in Odia