କରୋନା ଅପଡେଟ - ସୁବ୍ରତ ବାଗ୍‌ଚି | Corona Update by Subroto Bagchi

Swasthya Plus Network19 March 20202:4621 views

About this video

L I K E || S H A R E || S U B S C R I B E ସାରା ବିଶ୍ୱରେ ଏବେ କରୋନା ଭାଇରସ୍‌ ଆତଙ୍କ ଖେଳାଇଛି। ଦେଶରୁ ଦେଶକୁ ବ୍ୟାପି ଚାଲିଛି ଏହି ଭାଇରସ୍‌। ମଙ୍ଗଳବାର ଦିନ ୧୬୨ଟି ଦେଶକୁ ଏହି ଭାଇରସ୍‌ ଆକ୍ରାନ୍ତ କରିଥିବା ବେଳେ ବୁଧବାର ୧୬୭ ଦେଶକୁ ବ୍ୟାପିଛି। ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୯ ହଜାର ଟପିଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ଅପରାହ୍‌ଣ ସୁଦ୍ଧା ୧୨୬ ପହଞ୍ଚିଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। SwashtyaPlus, the first health portal of Odisha brings stories and tips in text and video format on health, hygiene, nutrition and lifestyle. Connect with us at www.swashtya.plus