ଏହି ୫ଟି ବ୍ୟାୟାମ କରନ୍ତୁ, ଫିଟ୍ ରହନ୍ତୁ | 5 Simple Home Exercises to Stay Fit - Hariprasad Patnaik
Swasthya Plus Network24 October 20205:01124K views
About this video
ଘରେ ଥାଇ ମଧ୍ୟ ଫିଟ୍ ରହିପାରିବେ। ଆସନ୍ତୁ କରାଟେ କୋଚ୍ ତଥା ଫିଟ୍ନେସ୍ ଏକ୍ସପର୍ଟ ହରିପ୍ରସାଦ ପଟ୍ଟନାୟକଙ୍କଠାରୁ ଶିଖିବା ୫ଟି ସରଳ ବ୍ୟାୟାମ। ଏହି ବ୍ୟାୟାମ ବିନା କୌଣସି ଉପକରଣ ସାହାଯ୍ୟରେ ଏବଂ କମ ସ୍ଥାନରେ କରିପାରିବେ। ଏହି ବ୍ୟାୟାମ କରିବା ଦ୍ୱାରା ଫୁସଫୁସ, ହୃତପିଣ୍ଡ୍ ଭଲ ଭାବରେ କାର୍ଯ୍ୟ କରିବା ସହିତ ଶରୀରର ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ। ତେବେ ଆସନ୍ତୁ କରିବା ଏହି ୫ଟି ବ୍ୟାୟାମ। You can stay fit at home. Let us learn five easy home exercises from Karate Coach & Fitness Expert Hariprasad Patnaik. These exercises can be done without using any external machines, workout tools or large spaces. These exercises help increase lung capacity, improve heart health and blood circulation. Let us dive right into the video & learn these simple yet effective exercises.