ପିରିୟଡ୍ସ ସମୟରେ ଅସହ୍ୟ ପେଟ ବଥା ହେଉଛି କି? | Understanding Period Pain, in Odia | Dr Kusum Dash
About this video
ପିରିୟଡ୍ ହେବା ସମୟରେ ବା ପୂର୍ବରୁ ଅଧିକାଂଶ କିଶୋରୀ ଏବଂ ମହିଳାଙ୍କର ପେଟ ଯନ୍ତ୍ରଣା ଏବଂ ସ୍ତନ ଦରଜ ହୋଇଥାଏ। କେତେକ ମହିଳାଙ୍କଠାରେ ଏହା ଅସହ୍ୟ ହୋଇଥାଏ, ଫଳରେ ସେମାନଙ୍କର ସାଧାରଣ ଜୀବନଯାପନରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର କୁସୁମ ଦାଶଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।