ଶୀତଦିନେ ପାଦ ଫାଟିବା ସମସ୍ୟାରୁ କେମିତି ପାଇବେ ମୁକ୍ତି? | How to Heal Cracked Heels? | Dr Kishan Agarwal

Dr Kishan Agarwal3 November 20214:09206K views

About this video

ଶୀତଦିନେ ପାଦ ଫାଟିବା ଏକ ସାଧାରଣ ସମସ୍ୟା। ଏହି ଦିନରେ ଚର୍ମରୁ ପାଣି ଅଂଶ କମିବା ହେତୁ ପାଦ ଶୁଷ୍କ ହୋଇ ପାଦ ଫାଟିଥାଏ। ଫଳରେ ଚାଲିବା ବେଳେ ଦରଜ ହୁଏ ଓ ବହୁତ କଷ୍ଟ ଅନୁଭୂତ ହୁଏ। ତେବେ ପାଦ ଫଟା ସମସ୍ୟାରୁ କିଭଳି ପାଇବେ ମୁକ୍ତି, ସେନେଇ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗ୍ରଓ୍ୱାଲଙ୍କ ପରାମର୍ଶ ଜାଣନ୍ତୁ। Cracked Heels are a common problem in winter. Cracked heels happen when the skin on the bottom of your heel becomes hard and dry. As a result, it can be difficult to walk. Find out how to get relief from cracked heels? Let's find out more from Dr Kishan Agarwal, a Dermatologist. Sitadine goda phate kahinki? goda phatile kana karibe? goda phata ru paantu mukti goda fatile kan karanti goda phata payeen upachara goda fate kahinki? goda fatuthile eha karantu