Skip to main content

ପିଲାଙ୍କୁ ବାତ ମାରିବାର ଲକ୍ଷଣ ସବୁ କ’ଣ?|Childhood Epilepsy, in Odia| Causes & Treatment | Dr Kanhu Panda

Dr Kanhu Panda2 June 20269:05179 views

About this video

ଛୋଟପିଲାକୁ ବାତ ମାରିବା ବା ଅପସ୍ମାର ରୋଗ, ଏହା ଏକ ମସ୍ତିଷ୍କଜନିତ ରୋଗ। ବିଭିନ୍ନ କାରଣରୁ ଛୋଟ ପିଲାଙ୍କଠାରେ ବାତ ମାରିବାର ଲକ୍ଷଣ ଦେଖାଦେଇଥାଏ। ବାତ ମାରିଲେ କ’ଣ କରିବେ? ଏହାର ଚିକିତ୍ସା କିପରି ହୁଏ? ଏହି ଭିଡିଓରେ ଆସନ୍ତୁ ଏବିଷୟରେ ଅଧିକ ଜାଣିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡାଙ୍କଠାରୁ।