ଆର୍ଥ୍ରାଇଟିସ୍ ଥିଲେ ମଟନ୍ ଖାଇପାରିବେ କି?|Can Arthritis Patients Eat Mutton?| Prof Dr Jyoti Ranjan Parida
About this video
ଖାଦ୍ୟପେୟକୁ ନେଇ ଆର୍ଥ୍ରାଇଟିସ୍ ରୋଗୀଙ୍କ ମଧ୍ୟରେ ଅନେକ ବାରଣ ରହିଥାଏ। ବିଶେଷ କରି ମଟନ୍ ବା ରେଡ୍ ମିଟ୍ ଖାଇବାକୁ ନେଇ ଅନେକ ରୋଗୀଙ୍କ ମନରେ ପ୍ରଶ୍ନ ରହିଥାଏ। ଏନେଇ ବିଶିଷ୍ଟ ରୁମାଟୋଲୋେଜିଷ୍ଟ ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। କ’ଣ ମଟନ୍ ଖାଇଲେ ୟୁରିକ୍ ଏସିଡ୍ ବଢ଼ିଥାଏ? People with Arthritis often wonder whether certain foods can affect their joint health and symptoms. Mutton is a rich source of protein and nutrients, but its impact on arthritis may depend on the type of arthritis, overall diet, and individual health condition. Can Arthritis patients eat Mutton? Let's learn more from Prof Dr Jyoti Ranjan Parida, a Rheumatologist. Can people with Arthritis eat mutton? in Odia