Skip to main content

ମହିଳାଙ୍କଠାରେ ଡାଏବେଟିସ୍‌: ନିୟନ୍ତ୍ରଣର ବାଟ ଜାଣନ୍ତୁ |Diabetes in Women: How to Manage?| Dr Ankita Tiwari

Dr Ankita Tiwari27 June 202610:27504 views

About this video

ପୁରୁଷ ଏବଂ ମହିଳାଙ୍କଠାରେ ଡାଏବେଟିସ୍‌ର ଲକ୍ଷଣ ଭିନ୍ନ ଭିନ୍ନ। ଡାଏବେଟିସ୍‌ ହେଲେ ମହିଳାଙ୍କଠାରେ ପିସିଓଏସ୍‌, ହୃଦୟରୋଗ, ଗର୍ଭାବସ୍ଥାରେ ସମସ୍ୟା ହୋଇପାରେ। ତେଣୁ, ଡାଏବେଟିସ୍‌କୁ ନିୟନ୍ତ୍ରଣ ରଖିବା ନିହାତି ଜରୁରୀ। ମହିଳାଙ୍କଠାରେ ଡାଏବେଟିସ୍‌ର ଲକ୍ଷଣ କ’ଣ? ମହିଳାମାନେ ଡାଏବେଟିସ୍ ନିୟନ୍ତ୍ରଣ ପାଇଁ କ’ଣ କରିବେ? ଆସନ୍ତୁ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଅଙ୍କିତା ତିୱାରୀଙ୍କଠାରୁ ଏନେଇ ଅଧିକ ଜାଣିବା।