ମହିଳାଙ୍କଠାରେ ଡାଏବେଟିସ୍: ନିୟନ୍ତ୍ରଣର ବାଟ ଜାଣନ୍ତୁ |Diabetes in Women: How to Manage?| Dr Ankita Tiwari
Heart & CardiacDiabetes & Blood SugarMental HealthWomen's HealthBlood & Blood DisordersNutrition & Diet
About this video
ପୁରୁଷ ଏବଂ ମହିଳାଙ୍କଠାରେ ଡାଏବେଟିସ୍ର ଲକ୍ଷଣ ଭିନ୍ନ ଭିନ୍ନ। ଡାଏବେଟିସ୍ ହେଲେ ମହିଳାଙ୍କଠାରେ ପିସିଓଏସ୍, ହୃଦୟରୋଗ, ଗର୍ଭାବସ୍ଥାରେ ସମସ୍ୟା ହୋଇପାରେ। ତେଣୁ, ଡାଏବେଟିସ୍କୁ ନିୟନ୍ତ୍ରଣ ରଖିବା ନିହାତି ଜରୁରୀ। ମହିଳାଙ୍କଠାରେ ଡାଏବେଟିସ୍ର ଲକ୍ଷଣ କ’ଣ? ମହିଳାମାନେ ଡାଏବେଟିସ୍ ନିୟନ୍ତ୍ରଣ ପାଇଁ କ’ଣ କରିବେ? ଆସନ୍ତୁ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଅଙ୍କିତା ତିୱାରୀଙ୍କଠାରୁ ଏନେଇ ଅଧିକ ଜାଣିବା।