କିଡନି ଡାଏଲିସିସ୍ କେମିତି ହୁଏ? | Dr Manas Ranjan Pradhan on Importance of Kidney Dialysis in Odia

Dr Manas Ranjan Pradhan1 March 202114:4250K views

About this video

କିଡନି ସମ୍ପୂର୍ଣ୍ଣ ଭାବେ ଖରାପ ହୋଇଗଲେ ଆପଣଙ୍କ ଆଗରେ ଦୁଇଟି ରାସ୍ତା ବଞ୍ଚିବ। କିଡନି ଡାଏଲିସିସ୍ କିମ୍ବା କିଡନି ଟ୍ରାନ୍ସପ୍ଲାଣ୍ଟ। ତେବେ, କେମିତି ହୁଏ କିଡନି ଡାଏଲିସିସ୍? କିଡନି ଡାଏଲିସିସ୍ କାହିଁକି ଦରକାର? ବିଶିଷ୍ଟ ୟୁରୋଲଜିଷ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।